APN'S YouTube Channel

Thursday, July 21, 2022

The comfort zone is where Dreams go and die

 

From the pen-APNSIR

Comfort is a drug. Once you get used to it, it becomes addicting. Give a weak person consistent sex, good food, cheap entertainment, and they will throw their ambitions right out the window. The comfort zone is where Dreams go and die.

“ଆରାମ ଏକ ମାଦକ ଦ୍ରବ୍ୟ ସଦୃଶ| ଥରେ ତୁମେ ଏଥିରେ ଅଭ୍ୟସ୍ତ ହୋଇଗଲେ ଏହା ନିଶାରେ ପରିଣତ ହୋଇଯାଏ | ଜଣେ ବ୍ୟକ୍ତିଙ୍କୁ କ୍ରମାଗତ  ଭଲ ଖାଦ୍ୟ, ଶସ୍ତା ମନୋରଞ୍ଜନ ଓ ମଉଜ ମଜଲିସ୍ ପ୍ରଦାନ କର ଏବଂ ସେମାନେ ନିଜର ଲକ୍ଷ୍ୟ ଓ ଅଭିଳାଷକୁ ରକା ବାହାରେ ଫୋପାଡି ପକାଇବେ | ଆରାମ ହେଉଛି ସେହି ସ୍ଥାନ ଯେଉଁଠାରେ ମଣିଷର ସ୍ୱପ୍ନ ମୃତ୍ୟୁର ଶୀକାର ହୋଇଥାଏ |” 

@apnsir